Duration 21:5

Sankshya Joga - Sahana Karibara Kala - ସହନ କରିବାର କଳା | Gita Rahashya - EP - 49 | Sidharth Bhakti

1 456 watched
0
50
Published 7 Oct 2021

ଆଜି ଆଲୋଚନାର ବିଷୟ -ସହନ କରିବାର କଳା ଅଧ୍ୟାୟ - ୨ (ସାଂଖ୍ୟ ଯୋଗ ) ପ୍ରବଚକ - ବାବା ଶୁଭାନନ୍ଦ ଦାସ କଥାରେ ଅଛି - ରୁଚୁ ନ ରୁଚୁ ଖାଆପିତା, ବୁଝ ନ ବୁଝ ପଢ଼ ଗୀତା.. “ସିଦ୍ଧାର୍ଥ ଭକ୍ତି” ଚ୍ୟାନେଲ୍ 'ଗୀତାରହସ୍ୟ' କାର୍ଯ୍ୟକ୍ରମରେ, ଆମ ଜୀବନରେ ଘଟୁଥିବା ବିଭିନ୍ନ ଘଟଣାବଳୀକୁ ଉଦାହରଣ ମାଧ୍ୟମରେ ବର୍ଣ୍ଣନା କରି ଶ୍ରୀମଦ୍ ଭଗବଦ ଗୀତାର ପ୍ରକୃତ ରହସ୍ୟକୁ ସରଳ ଭାବରେ ବୁଝାଉଛନ୍ତି ତରୁଣ ପ୍ରବଚକ ବାବା ଶୁଭାନନ୍ଦ ଦାସ I ଏବେ ଓଡ଼ିଶାର ବହୁ ସହରରେ ଅନେକ Cable Network ରେ Sidharth TV Network ର ସମସ୍ତ ତିନୋଟି ଯାକ ଚ୍ୟାନେଲ୍ ଦର୍ଶକ ଉପଭୋଗ କରୁଛନ୍ତି I ତେଣୁ ଆପଣ ମଧ୍ୟ ନିଜ TV ପରଦାରେ “Sidharth Bhakti” ଚ୍ୟାନେଲ୍ ସହ Sidharth TV Network ର ଆଉ ଦୁଇଟି ଚ୍ୟାନେଲ୍ “Sidharth TV” ଓ “Sidharth Gold” ଦେଖିବା ପାଇଁ ନିଜ Cable/DTH ଅପରେଟରଙ୍କୁ Call କରି ମାଗନ୍ତୁ ଏବଂ Sidharth TV Network ର ସମସ୍ତ ତିନୋଟି ଚ୍ୟାନେଲ୍ subscribe କରନ୍ତୁ I ଚ୍ୟାନେଲ୍ ପାଇବାରେ ଅସୁବିଧା ସମ୍ମୁଖୀନ ହେଉଥିଲେ କଲ୍ କରନ୍ତୁ: 6372804618. -------------------------------- Subscribe us on YouTube to watch clippings & promos of our All 3 Television Channels : 👉 Sidharth Bhakti : /c/SidharthBhakti 👉 SidharthTV: /c/SidharthTV 👉 Sidharth Gold : /c/SidharthGold ----------------------------------------------------------------- Enjoy & stay connected with us! 👉 Like us on Facebook: https://www.facebook.com/sidharthBhaktiOdia/ 👉 Like us on Instagram: https://www.instagram.com/sidharthbhakti/ ----------------------------------------------------------------- #SidharthTV #SidharthBhakti #SidharthGold #SidharthMusic #NamitaAgrawal #SitaramAgrawal

Category

Show more

Comments - 7